ଓଡ଼ିଆ ନ୍ୟୁଜ୍: ଅହେତୁକ ବୃଦ୍ଧି ପରେ ଖସିଲା ସୁନା, ରୁପା ଦର।୨୪ କ୍ୟାରେଟ୍ ସୁନା ଦର ୮ ହଜାର ୨୩୦ କମିଲା।୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା।
୨୨ କ୍ୟାରେଟ୍ ସୁନା ଦର ୭ ହଜାର ୫୫୦ କମିଲା।୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କା।ଗତକାଲି ଦିନକରେ ୧୧ ହଜାର ଟଙ୍କା ବଢ଼ିଥିଲା ସୁନା ଦର।ରୁପା ଦର କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଲା।ରୁପା ଦର କେଜି ପିଛା ରହିଛି ୪ ଲକ୍ଷ ୧୫ ହଜାର ଟଙ୍କା।