ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଦେଉଛନ୍ତି ନିର୍ଯାତନା, ପୋଲିସ ନଶୁଣିବାରୁ ଡିଜିପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ପଟ୍ଟାମୁଣ୍ଡେଇର ପୀଡ଼ିତା ଯୁବତୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପୋଲିସ ମୁଖ୍ୟାଳୟ ରେ ଆତ୍ମାହୁତି ଉଦ୍ୟମ କଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ର ପୀଡ଼ିତା ଯୁବତୀ  । ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ସରୋଜ ରଥ ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକ ମେଲିଂ କରି ଆସୁଥିଲେ । ଯାହାକୁ ନେଇ ସେ ବିଭିନ୍ନ ସମୟରେ ପୋଲିସର ଦ୍ବାରସ୍ଥ ହୋଇ ଆସୁଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ତ ମିଳୁ ନଥିଲା ବରଂ ପଟ୍ଟାମୁଣ୍ଡାଇ ପୋଲିସ ଦ୍ଵାରା ନିର୍ଯ୍ୟାତନା ଦିଆଯାଉଥିଲା। ଯାହା ଫଳାରେ ଯୁବତୀ ଜଣକ ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ କାବୁ କରିଥିଲେ।

Leave A Reply

Your email address will not be published.