ବଢ଼ିଲା IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ

0

ଓଡ଼ିଆ ନ୍ୟୁଜ୍:  ବଢ଼ିଲା IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ। ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଛି। ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ CBI ରେଡ ହୋଇଥିଲା। ଓଡ଼ିଶା ବ୍ରିଜ୍‌ ଆଣ୍ଡ କର୍ପୋରେସନ ଲାଞ୍ଚ ମାମଲାରେ ଲାଞ୍ଚ ମାମଲାରେ ତାଙ୍କ ଘରକୁ ରେଡ କରାଯାଇଥିଲା।

ରେଡକୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟ ଯାଇଥିଲେ। ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ।ଏଥିସହ ହାଇକୋର୍ଟଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଛନ୍ତି । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଲା।

Leave A Reply

Your email address will not be published.