IAS ସ୍ତରରେ ବଡ଼ ଅଦଳବଦଳ

0

ଓଡ଼ିଆ ନ୍ୟୁଜ୍: IAS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର।ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମ ଏମ୍‌ଡି ନିଯୁକ୍ତ। ଏନ୍‌. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ।ସୁରେନ୍ଦ୍ର କୁମାର ମୀନା ହେଲେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ। ପ୍ରେମଜିତ୍ ନାୟକ ହେଲେ ST ବିଭାଗର ନିର୍ଦ୍ଦେଶକ ନିଯୁକ୍ତ।ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିଯୁକ୍ତ।ପ୍ରଣତି ଛୋଟରାୟ ହେଲେ ଗୃହ ବିଭାଗର ଅତିରିକ୍ତ ସଚିବ।

ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ। ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ। ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ।ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ବ।ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ନିଯୁକ୍ତ।ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ।

Leave A Reply

Your email address will not be published.