ଦିନ ୧୧ଟାରେ ବସିବ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

0

ଓଡ଼ିଆ ନ୍ୟୁଜ୍: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦିଲ୍ଲୀରେ ବସୁଛି ଘନଘନ ବୈଠକ। କିପରି ନରହନ୍ତା ଆତଙ୍କୀକୁ ନିପାତ କରାଯିବ ତାଉପରେ ହେଉଛି ଆଲୋଚନା। ଶତ୍ରୁ ଦେଶ ପାଖରୁ କିପରି ଭାରତକୁ ସୁରକ୍ଷିତ ରଖାଯାଇ ପାରିବ ତା ଉପରେ ଚାଲିଛି ବିଶ୍ଳେଷଣ। ସେପଟେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ-ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି । ପହଲଗାମ୍‌ ଆତଙ୍କୀ ହାମଲାକୁ ନେଇ ହୋଇପାରେ ଆଲୋଚନା । ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି । ଅନୁମାନ କରାଯାଉଛି ପାକିସ୍ତାନ ଉପରେ ପୁଣି ଥରେ ବଡ଼ ଧରଣର ହମଲା କରିବା ପାଇଁ ପ୍ରସ୍ତୁତ ହେଉଛି ଭାରତ।

Leave A Reply

Your email address will not be published.