ପୁରୀ ଡେଲାଙ୍ଗରେ ବ୍ୟାପିଲା ଜଣ୍ଡିସ୍‌

0

ଓଡ଼ିଆ ନ୍ୟୁଜ୍: ଡରାଉଛି ଜଣ୍ଡିସ । ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଜଣକ ପରେ ଜଣେ ପାଖାପାଖି ୧୭ ଜଣ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟର ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଖାଇବା ଓ ବିଶୁଦ୍ଧ ପାନୀୟ ଜଳ ନମିଳିବା କାରଣରୁ ପିଲାଙ୍କୁ ଏହି ରୋଗ ହୋଇଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ଠାରେ ଥିବା ରାଧାକାନ୍ତ ବିଦ୍ୟାପୀଠ । ଏଠାରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ମୋଟ ୫ଟି ଶ୍ରେଣୀରେ ୨୧୫ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବା ସହିତ ରୋଷେଇ ଘର ପରିସର ଓ ବ୍ୟବହାର ହେଉଥିବା ରୋଷେଇ ସରଞ୍ଜାମ ଗୁଡିକୁ ସଫା ସୁତୁରା ରଖିବା ପାଇଁ ୨ ଜଣ ପାଚିକା ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.