ନୌଗାମ ଥାନା ବିସ୍ଫୋରଣ ଦୁର୍ଘଟଣାଜନିତ: ଡିଜିପି

0

ଓଡ଼ିଆ ନ୍ୟୁଜ୍: ନୌଗାମ ଥାନାରେ ବିସ୍ଫୋରଣ: ଜମ୍ମୁକାଶ୍ମୀର ଡିଜିପିଙ୍କ ପ୍ରତିକ୍ରିୟା। ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା।ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୩୨ ଆହତ। ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା। ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା: ଡିଜିପି।ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି- ଡିଜିପି।

Leave A Reply

Your email address will not be published.