ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ

0

ଓଡ଼ିଆ ନ୍ୟୁଜ୍: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ। ନୂଆପଡ଼ା ଉପନିର୍ବାଚନ ଦୃଷ୍ଟିରୁ ହେଲିକପ୍ଟର ଯାଞ୍ଚ ନେଇ ଜିଲ୍ଲାପାଳଙ୍କ ସୂଚନା।ମଡେଲ କୋଡ ଅଫ୍‌ କଣ୍ଡକ୍ଟ ଦୃଷ୍ଟିରୁ ଫ୍ଲାଇଂ ସ୍କ୍ବାଡ୍‌ ଓ VST ଟିମ୍‌ ପକ୍ଷରୁ ଯାଞ୍ଚ।ନୂଆପଡ଼ା ଉପ ନିର୍ବାଚନ ପ୍ରଚାର ମଇଦାନକୁ ଯିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପ ଅଧକ୍ଷ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ।

Leave A Reply

Your email address will not be published.