ବୁଲିବୁଲି ବିଦେଶୀ ମଦ ଦୋକାନରେ ତାଲା ପକାଇଲେ ବିଧାୟକ ପବିତ୍ର ସାଉଁତା

0

ଓଡ଼ିଆ ନ୍ୟୁଜ୍: ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା । ନିଜ ସମର୍ଥର୍କଙ୍କୁ ଧରି ଲକ୍ଷ୍ମୀପୁର ବିଦେଶୀ ମଦ ଦୋକାନକୁ ବନ୍ଦ କରି ଦେବା ସହ ତାଲା ପକାଇ ଦେଇଛନ୍ତି । ଏହି ସମୟରେ ସେଠାରେ କାର୍ଯ୍ୟ କରୁଥିବା କିଛି ବିହାରୀମାନେ ବିଧାୟକଙ୍କୁ ଦେଖି ପଳାଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ ଗତ କିଛି ମାସ ତଳେ ଲକ୍ଷ୍ମୀପୁର ମଦ ଦୋକାନରେ ମ୍ୟାନେଜର ଥିବା ଆକେଲେସ୍ ସାହୁ ନକଲି ମଦ ପ୍ରସ୍ତୁତ କରି ରାୟଗଡ଼ା ନେଇ ଯାଉଥିବା ସମୟରେ ରାୟଗଡ଼ା ପୋଲିସ ଧରି ଆକେଲେସ୍ ସାହୁଙ୍କୁ ଜେଲ୍ ପଠାଇ ଦେଇଥିଲେ ।

Leave A Reply

Your email address will not be published.