ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମସ୍ୟାର ସମାଧାନ

0

ଓଡ଼ିଆ ନ୍ୟୁଜ୍: ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ସୂଚନା । କହିଛନ୍ତି ଆଜି ରାତି ସୁଦ୍ଧା ସମସ୍ୟାର ସମାଧାନ ହେବ । ଆଲୋଚନା ପରେ ସମସ୍ୟାର ସମାଧାନ ହେବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ । ବିଚାର ଆଲୋଚନା ଚାଲିଛି । ସଙ୍କଟ ନାହିଁ ପରିସ୍ଥିତି ସାମାନ୍ୟ ହେଲାଣି । ଭୁବନେଶ୍ୱରରେ ପର୍ଯର୍୍ୟାପ୍ତ ପରିମାଣର ତେଲ ଅଛି ।ପୂରା ରାଜ୍ୟ ଉପରେ ନଜର ରଖିଛୁ । ସବୁ ସହରକୁ ତେଲ ଗାଡ଼ି ପହଞ୍ଚôଲାଣି ।

ସ୍ଥିତି ନିୟନ୍ତ୍ରଣାଧୀନ, ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ତେଲ କଳାବଜାରୀ କରୁଥିଲେ ସାବଧାନ । ସଜାଗ ରହିବାକୁ ଅଧରକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟନଟେ ଉକ୍ରଳ ପେଟ୍ରୋଲିୟମ ଡିଲର୍ସ ସଂଘ ସଭାପତିଙ୍କ ସୂଚନା । ଯେଉଁଠି ତେଲ ସରିଛି ସନ୍ଧ୍ୟା ସୁଦ୍ଧା ପହଞ୍ଚାଯିବ । ୨୫୦ ଟ୍ୟାଙ୍କର ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଦୂରଦୂରାନ୍ତ ଜିଲ୍ଲା ପାଇଁ ୨ରୁ ୩ ଦିନ ଲାଗିବ । ରାସ୍ତାକଡ଼ରୁ ତେଲ କିଣନ୍ତୁ ନାହିଁ ।

Leave A Reply

Your email address will not be published.