ରାଜ୍ୟରେ ତେଲ ଓ ଗ୍ୟାସ ସଙ୍କଟ ନାହିଁ: ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ତେଲ କିମ୍ବା ଗ୍ୟାସ ସଙ୍କଟ ନାହିଁ କହିଲେ ଆଇନ ମନ୍ତ୍ରୀ।’ବିରୋଧୀ ଅପପ୍ରଚାର କରୁଛନ୍ତି; ଅନ୍ୟ ଦେଶ ତୁଳନାରେ ଭଲରେ ଅଛୁ’।’ସାଧାରଣ ଲୋକଙ୍କ ଉପରେ ଆଞ୍ଚ ଆସିବାକୁ ଦିଆଯିବନି’।’ଘରୋଇ ଗ୍ୟାସରେ ବିଶେଷ ଅସୁବିଧା ହୋଇନି; ବୁକିଂ ସମୟ ଟିକେ ବଢ଼ିଛି’।

ସାଧାରଣ ଲୋକଙ୍କ ଉପରେ ଆଞ୍ଚ୍ ଆସିବାକୁ ଦିଆଯିବ ନାହିଁ । ଘରୋଇ ଗ୍ୟାସ୍ ବିକ୍ରୟରେ ବିଶେଷ ଅସୁବିଧା ହେଲାଭଳି ମୋତେ ଲାଗୁନି । ବୁକିଂ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ଆମେ ଭଲରେ ଅଛୁ । ଦେଶ ଗୋଟିଏ ଠିକ୍ ନେତୃତ୍ବଙ୍କ ହାତରେ ଅଛି । ସେଭଳି ଅସୁବିଧା ହେବ ବୋଲି ମୁଁ ଭାବୁନି । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।

Leave A Reply

Your email address will not be published.