ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜଗତସିଂହପୁରଜିଲ୍ଲା ସଦର ବଳରାମପୁର ପଞ୍ଚାୟତ ରେ ମା ଗଜଲକ୍ଷ୍ମୀ ପୁଜା ଧୁମଧାମରେ ପାଳିତ ହୋଇଜାଇଛି।ଆଜି ମାଙ୍କ ବଡପୁଜାରେ ଲାଇଟର ତୋରଣରେ ଝଲକୁଛି ପୁରା ପଞ୍ଚାୟତ ର କାଠିଆପଡା ପୋକପୁର ।ଗୋପ ବଳରାମପୁର ବାଇଜଙ୍ଗା ଦେନ୍ଦୁଅ ।ସିଙ୍ଗିପୁର ଗ୍ରାମରେମାଙ୍କ ପୁଜାରେ ପ୍ରତିଗଳିରେ ସୁନ୍ଦର ସୁନ୍ଦର ଲାଇଟ ରତୋରଣ ଝଲକୁଛି ।ଏଭଳି ଲାଗୁଛି ରାତିରେ ଦିନପରି ଦିସୁଛି ।
ଗତ ବର୍ଷ କୋଭିଡର ପ୍ରକୋପ ରେ ସାରା ସହର ଭୟଭୀତ ଥିବା ସହିତ ପ୍ରସାସନ ର କଟକଣା ଭିତରେ ମାଙ୍କ ପୁଜାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନଥିଲା ।ଜାହା ଏ ବର୍ଷ ଦେଖିବାକୁ ମିଳିଛି ।ଏହିପୁଜା ଅବସରରେ ଜିଲ୍ଲା କଙ୍ଗ୍ରେସ ସଭାପତି ନଟବରବାରିକ ସ୍ଥାନୀୟ ସରପଞ୍ଚ ଅଞନ ସାମଲ ।ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର ।ପୌରପରିଷଦ ଉପାଦଖ୍ୟ ରାଜେନ୍ଦ୍ରକୁମାର ବିଷୋଇ ।ଜିଲ୍ଲା ବିଜେଡି ଜୁବ ଛାତ୍ର ନେତା ସମ୍ବିତ ଲେଙ୍କା ବଳରାମପୁର ପଞ୍ଚାୟତ ର ସମସ୍ତ ମଣ୍ଡପ ବୁଲି ଦେଖିବା ସହିତ ମାଙ୍କ ଆଶ୍ରିବାଦ ନେଇଥିଲେ ।
ଏହି ଅବସରରେ ଜଗତସିଂହପୁର ପୁର୍ବତନ କାଜୁନିଗମ ଅଧଖ୍ୟ ଅମରେନ୍ଦ୍ର ଦାସ ସତାଧିକ କର୍ମୀ ଙ୍କ ସହିତ ମଧ୍ୟ ସମସ୍ତ ପୁଜା ମଣ୍ଡପ ବୁଲି ବୁଲି ମାଙ୍କ ଦର୍ଶନ କରିଥିଲେ ଜାହାକୁ ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ