ମୋଦିଙ୍କ ୧୨୭ ତମ ‘ମନ କି ବାତ୍’

0

ଓଡ଼ିଆ ନ୍ୟୁଜ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ। ଅଲ୍ ଇଣ୍ଡିଆ ରେଡିଓରେ ୧୨୭ ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ। ଦିନ ୧୧ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ମୋଦି।୨୦୧୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ‘ମନ କି ବାତ୍’। କାର୍ଯ୍ୟକ୍ରମ ଆରମ୍ଭରୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।

ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ: ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ମୋଦିଙ୍କ ଆହ୍ବାନ। ଅପରେସନ୍ ସିନ୍ଦୂର ସାରା ଦେଶକୁ ଗର୍ବିତ କରିଛି: ମୋଦି। GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି’। ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି। ୨୦୧୪ ମସିହାରେ ପ୍ରଥମେ ଆରମ୍ଭ ହୋଇଥିଲା ‘ମନ କି ବାତ୍’।

Leave A Reply

Your email address will not be published.