ଓଡିଶା ଛବିକୁ ମଳିନ ଉଦ୍ୟମ ହେଉଛି: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଲୋକସେବା ଭବନରେ ଆଇନଶୃଙ୍ଖଳା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।କଟକ ସହର ସ୍ଥିତି ପ୍ରାୟତଃ ସ୍ୱାଭାବିକ ନେଇ ଦେଲେ ସୂଚନା। ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ।ଓଡିଶା ଛବିକୁ ମଳିନ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି।ସେମାନଙ୍କୁ ଦୃଢହସ୍ତରେ ଦମନ କରିବାର ଆବଶ୍ୟକତା ରହିଛି।

କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ।ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ସହିତ ପାଟ୍ରୋଲିଂ ନିର୍ଦ୍ଦେଶ। ସଦ୍‌ଭାବ ଫେରିବା ପାଇଁ ପୋଲିସ ଉଚ୍ଚ ପଦାଧିକାରୀ ଆଲୋଚନା ଜାରି ରଖନ୍ତୁ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ ଖୋଜି ବାହାର ପାଇଁ ନିର୍ଦ୍ଦେଶ।ହତ୍ୟାକାରୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ ପଦକ୍ଷେପ ନିଅ: ମୁଖ୍ୟମନ୍ତ୍ରୀ

Leave A Reply

Your email address will not be published.