ରାଜ୍ୟର ୪୫ ହଜାର ସ୍କୁଲ୍‌କୁ ମିଳିବ ‘ଯାଦୁପେଡ଼ି’

0

ଓଡ଼ିଆ ନ୍ୟୁଜ୍: ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ ‘ଯାଦୁପେଡ଼ି’ ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ କିଟ୍। ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଶିଶୁଙ୍କୁ ଉନ୍ନତମାନର ଶିକ୍ଷା ମିଳିଲେ ପରିବାର, ସମାଜ, ରାଜ୍ୟ ଓ ଦେଶର ବିକାଶରେ ସହାୟକ ହେବ। ତେଣୁ ଶୈଶବ ଶିକ୍ଷାର ବିକାଶ ପାଇଁ ସମାଜର ପ୍ରତ୍ୟେକ ବର୍ଗରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି।

ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ବ ଦେଇଛନ୍ତି। ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ ‘ଯାଦୁପେଡ଼ି’ ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ କିଟ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

Leave A Reply

Your email address will not be published.