ଶିଶୁର ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ୍: ଶିଶୁପୁତ୍ରର ମୃତ୍ୟୁ ନେଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଉତ୍ତେଜନା।ଚିକିତ୍ସା ଅବହେଳାକୁ ଦାୟୀ କରି ହସ୍ପିଟାଲରେ ପରିବାରର ପାଟିତୁଣ୍ଡ।ଅନ୍ୟତ୍ର ପୋଲିଓ ଟୀକା ନେବା ପରେ ଅସୁସ୍ଥ ହୋଇଥିଲା ଅଢ଼େଇ ବର୍ଷର ଶିଶୁପୁତ୍ର।

ଅସୁସ୍ଥ ପରେ ଶିଶୁପୁତ୍ରକୁ କାଲି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଅଣାଯାଇଥିଲା।ଠିକ୍ ଅଛି କହି ଡାକ୍ତର ଶିଶୁକୁ ଫେରାଇ ଦେଇଥିବା ପରିବାରର ଅଭିଯୋଗ।ରାତିରେ ଅଧିକ ଅସୁସ୍ଥ ହେବାରୁ ଆଜି ସକାଳେ ହସ୍ପିଟାଲ ଅଣାଯାଇଥିଲା। କିଛି ସମୟ ଚିକିତ୍ସା ପରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର।

Leave A Reply

Your email address will not be published.