ଓଡ଼ିଆ ନ୍ୟୁଜ୍: CBSE ଭଳି ଓଡ଼ିଶାରେ ସ୍କୁଲରେ ଛାତ୍ରୀଙ୍କ ସୁରକ୍ଷାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ବିଚାର ବିମର୍ଶ ଚାଲିଛି। ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସ୍କୁଲରେ ଆଇସିସି ଗଠନ କରାଯାଉଛି। ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ କେମିତି ସକ୍ରିୟ ହେବେ , ତତକ୍ଷଣାତ୍ ପଦକ୍ଷେପ ପାଇଁ ପଦକ୍ଷେପ ନିଆଯାଉଛି। ମହିଳା ଏଵଂ ଶିଶୁ ମାନକ ଗୁରୁତ୍ୱ ଦିଆଯାଉଛି। CBSE ଭଳି ସିସିଟିଭି ଲାଗିବ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ସ୍କୁଲ୍ ଏଵଂ ଗଣଶିକ୍ଷା ବିଭାଗ ନିଷ୍ପତି ନେବ।