ମୁଁ ଅତୁଲ ସୁବାଷ ନୁହେଁ…ଶେଷ ଯାଏଁ ଲଢ଼ିବି: ସାର୍ଥକ ସୌରଭ

0

ଓଡ଼ିଆ ନ୍ୟୁଜ୍: ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସ୍ତ୍ରୀ ଆଣିଥିବା ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କଲେ ସ୍ୱାମୀ। ମହିଳା ଥାନାରୁ ବାହାରିବା ପରେ OAS ସାର୍ଥକ ସୌରଭଙ୍କ ପ୍ରତିକ୍ରିୟା।ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ସାର୍ଥକ ସୌରଭ। ମୋ ଛଡ଼ା ମାଆର କେହି ନାହାନ୍ତି; ମାଆ, ଭଉଣୀଙ୍କୁ ସପୋର୍ଟ ଦରକାର।ପତ୍ନୀ କେବେ ସପୋର୍ଟ ଦେଉ ନଥିଲେ। ମାଆଙ୍କୁ ମୁଁ ସମୟ ଦେଲେ ଯେମିତି ଅପରାଧ କରିଦେଲି।

ଭାବିଥିଲି, ଛୁଆ ହେଲେ ସବୁ ସ୍ବାଭାବିକ ହୋଇଯିବ।ଛୁଆ ଜନ୍ମବେଳେ ହସ୍ପିଟାଲରେ ୩ ଦିନ ରହି ସବୁ ସେବା କରିଛି। ମୁଁ ଅତୁଲ ସୁବାଷ ନୁହେଁ, ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବି।କୋର୍ଟଙ୍କ ଉପରେ ଭରସା ଅଛି, ଜଗନ୍ନାଥଙ୍କ ଉପରେ ଭରସା ଅଛି କହିଲେ ସାର୍ଥକ ସୌରଭ। ମୋତେ ନିଶ୍ଚୟ ନ୍ୟାୟ ମିଳିବ।

Leave A Reply

Your email address will not be published.