ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ।
କେଉଁ ବିଭାଗକୁ କେତେ ଟଙ୍କା
1.ଗୃହ ବିଭାଗ-୧୧୦୨୮.୫୬ କୋଟି
2.ସାଧାରଣ ପ୍ରଶାସନ-୮୦୫.୧୧ କୋଟି
3.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-୨୨୭୧.୬୪ କୋଟି
4.ଆଇନ ବିଭାଗ-୧୦୯୪.୪୧ କୋଟି
5.ଅର୍ଥ ବିଭାଗ-୬୫,୨୯୫.୨୭ କୋଟି
6.ବାଣିଜ୍ୟ ବିଭାଗ-୩୧୭ କୋଟି
7.ପୂର୍ତ୍ତ ବିଭାଗ-୧୩,୪୫୧ କୋଟି
8.ଓଡ଼ିଶା ବିଧାନସଭା-୧୪୭.୪୦ କୋଟି
9.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୧୫୩୮.୨୮ କୋଟି
10.ସ୍କୁଲ ଓ ଗଣଶିକ୍ଷା ବିଭାଗ-୩୧,୯୯୭.୦୫ କୋଟି
11.ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ-୬୬୪୯.୩୩ କୋଟି
12.ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୨୩,୧୮୨.୧୪ କୋଟି
13.ଗୃହ ଓ ନଗର ଉନ୍ନୟନ ବିଭାଗ-୧୦୭୨୬.୮୬ କୋଟି
14.ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ-୩୮୫.୦୩ କୋଟି
15.କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ-୧୩୫୯.୨୯ କୋଟି
16.ଯୋଜନା ଓ ସଂଯୋଜନା-୩୪୩୭.୫୭ କୋଟି
17.ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ-୩୪୦୦୪.୦୬ କୋଟି
18.ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା-୩.୧୧ କୋଟି
19.ଉଦ୍ୟୋଗ ବିଭାଗ-୧୨୦୭.୫୦ କୋଟି
20.ଜଳ ସମ୍ପଦ ବିଭାଗ-୧୬୪୮୮.୯୨ କୋଟି
21.ପରିବହନ ବିଭାଗ-୪୦୭୯.୮୧ କୋଟି
22.ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୧୯୧୬.୦୫ କୋଟି
23.କୃଷି ଓ କୃଷକ କଲ୍ୟାଣ ବିଭାଗ-୧୪୭୦୧.୩୯ କୋଟି
24.ଇସ୍ପାତ ଓ ଖଣି ବିଭାଗ-୩୬୫.୧୧ କୋଟି
25.ସୂଚନା ଓ ଲୋକସମ୍ପର୍କ ବିଭାଗ-୧୬୬.୫୪ କୋଟି
26.ଅବକାରୀ ବିଭାଗ-୨୮୨.୧୬ କୋଟି
27.ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା-୩୫୩.୪୫ କୋଟି
28.ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦ କୋଟି
29.ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦ କୋଟି
30.ସଂସଦୀୟ ବ୍ୟାପାର ବିଭାଗ-୭୪.୯୨ କୋଟି
31.ଶକ୍ତି ବିଭାଗ-୪୫୯୬.୭୦ କୋଟି
32.ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ-୩୮୨.୩୫ କୋଟି
33.ପର୍ଯ୍ୟଟନ ବିଭାଗ-୧୦୨୨.୭୫ କୋଟି
34.ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ-୨୦୧୯ କୋଟି
35.ସମବାୟ ବିଭାଗ-୨୩୩୪.୬୪ କୋଟି
36.ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ-୧୧ କୋଟି
37.ମହିଳା ଓ ଶିଶୁ କଲ୍ୟାଣ ବିଭାଗ-୧୬୧୫୨.୯୩ କୋଟି
38.ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ-୧୧୦୮.୦୨ କୋଟି
39.ଉଚ୍ଚ ଶିକ୍ଷା ବିଭାଗ-୩୬୬୪.୪୦ କୋଟି
40.ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ-୧୮୨୩.୧୧ କୋଟି
41.ଏମଏସଏମଇ ବିଭାଗ-୭୬୨.୭୮ କୋଟି
42.ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ-୯୬୧୦.୮୫ କୋଟି
43.ବିପର୍ଯ୍ୟୟ ପରିଚାଳନା-୫୫୫୮.୦୭ କୋଟି
44.ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ-୬୧୪.୯୭ କୋଟି
45.ମିଶନ ଶକ୍ତି ବିଭାଗ-୨୮୦୪.୨୩ କୋଟି