ସାର ନ ବିକିଲେ ଧାନ କିଣି ପାରିବେନି!

0

ଓଡ଼ିଆ ନ୍ୟୁଜ୍: ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗର କଡ଼ା ନିର୍ଦ୍ଦେଶ। ସମସ୍ତ ପାକ୍ସ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ। ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦେବାକୁ ପାକ୍ସକୁ ନିର୍ଦ୍ଦେଶ।ସାର ବଣ୍ଟନରେ ସାମିଲ ନ ହେଲେ ଧାନ କିଣିପାରିବେନି ପାକ୍ସ।ପ୍ରତି ବର୍ଷ ଏପ୍ରିଲରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ।

ସମସ୍ତ ଡିଆରସିଏସ୍‌ଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲା ସମବାୟ ବିଭାଗ। ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ ନିର୍ଦ୍ଦେଶ।ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ନିର୍ଦ୍ଦେଶ।

Leave A Reply

Your email address will not be published.