ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ନଭେମ୍ବର ୧ରୁ ଆରମ୍ଭ ହେବ ଖରିଫ୍‌ ଧାନ ସଂଗ୍ରହ।ନଭେମ୍ବର ୧ରୁ ଆରମ୍ଭ ହୋଇ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ।କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ।ଅନୁମୋଦିତ ପ୍ୟାକ୍ସ/ଲ୍ୟାମ୍ପ୍‌ସ/WSHG/ ପାଣି ପଞ୍ଚାୟତରେ ପଞ୍ଜୀକରଣ ହେବ।ଖରିଫ୍‌ ଋତୁରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ ନୂଆ କରି ହେବ।ଚାଷୀ ଓ ଭାଗ ଚାଷୀଙ୍କ ଆଧାର-eKYC ମାଧ୍ୟମରେ ପଞ୍ଜୀକରଣ ହେବ।ଧାନ ବିକ୍ରି ପାଇଁ ଆଧାର ହିଁ ହେବ ଏକମାତ୍ର ପରିଚୟ ପତ୍ର।

Leave A Reply

Your email address will not be published.