ପ୍ରକାଶ ପାଇଲା OJEE ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି (OJEE) ଓଜେଇଇ ୨୦୨୫ ରେଜଲ୍ଟ ଘୋଷଣା କରିଛି। ଯେଉଁ ପରୀକ୍ଷାର୍ଥୀମାନେ ୨୦୨୫ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ, ସେମାନେ ଏବେ ଓଜେଇଇର ଅଫିସିଆଲ୍ ୱେବସାଇଟ୍ ojee.nic.in ରେ ସେମାନଙ୍କ ଫଳାଫଳ ଯାଞ୍ଚ କରି ଡାଉନଲୋଡ଼ କରିପାରିବେ।

ପରୀକ୍ଷାର୍ଥୀମାନେ ନିଜର ଆବେଦନ ନମ୍ବର (Application Number) ଏବଂ ପାସୱାର୍ଡ ଦେଇ ରେଜଲ୍ଟ ଯାଞ୍ଚ କରିପାରିବେ।୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୭ ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.