ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବନ୍ଧାହେଲେ otdc ମ୍ୟାନେଜର ଓ ଠିକା କର୍ମଚାରୀ ।ମ୍ୟାନେଜରରାଜ୍ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇ6 ମାସରେ 17 ଲକ୍ଷ 50 ହଜାର ଟଙ୍କା ଆତ୍ମସାତ କରିଥିଲେ।ପ୍ରତିଦିନ ଆୟର 50 ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟ କୁ ନେଇ ଯାଉଥିଲେ ଦୁଇ କର୍ମଚାରୀ।
ଅଡିଟ ବେଳେ ଜଣା ପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା।ଗତ କାଲି ଗିରଫ କରି କୋର୍ଟ ଚାଲାଣ କଲା ସହିଦନଗର ଥାନା ପୋଲିସ।
ସୂଚନା ଅନୁଯାୟୀ, ଅର୍ଦ୍ଧେନ୍ଦୁ ଶେଖର ଓ ନ୍ତି ସୁନିଲ ଉଭୟ ୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିଲେ। ପ୍ରତିଦିନ ଆୟର ୫୦ ପ୍ରତିଶତ ଟଙ୍କା ନିଜ ଆକାଉଣ୍ଟକୁ ନେଇ ଯାଉଥିଲେ ଏହି ଦୁଇ କର୍ମଚାରୀ। ଅଡିଟ ବେଳେ ଜଣା ପଡିବା ପରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଗତ କାଲି ସହିଦନଗର ଥାନା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।