ଭୁବନେଶ୍ୱର ଛାଡିଲେ ପାକିସ୍ତାନୀ ମହିଳା 

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ଛାଡ଼ିଲେ ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌। ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେ ରହି ଆସୁଥିଲେ।

ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିଲେ। ମାତ୍ର ଦୀର୍ଘମିଆଦୀ ଭିଜା ପାଇଁ ଆବେଦନ କରିଥିଲେ ନଗମା। ପହଲଗାମ ଘଟଣା ପରେ ଭିଜା ରଦ୍ଦ ହେବାରୁ ସେ ଶୁକ୍ରବାର ଭୁବନେଶ୍ୱରରେ ବିଦା ହୋଇଛନ୍ତି।

Leave A Reply

Your email address will not be published.