ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି

0

ଓଡ଼ିଆ ନ୍ୟୁଜ୍: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଆଜି ଶେଷ ପର୍ଯ୍ୟାୟ ଶୁଣାଣିରେ ଉପସ୍ଥିତ ରହିବେ ପୁଞ୍ଜିଲାଲ ମେହେର । ପାଟଣାଗଡ଼ ଏଡିଜେ କୋର୍ଟରେ ଉପସ୍ଥିତ ରହିବେ ପୁଞ୍ଜିଲାଲ ।

ବଲାଙ୍ଗିର ଜେଲରୁ ବାହାରି ପାଟଣାଗଡ଼ କୋର୍ଟ ଅଭିମୁଖେ ପୁଞ୍ଜିଲାଲ । ମାାମଲାରେ କ୍ରାଇମବ୍ରାଞ୍ଚ ନିଜ ପକ୍ଷ ଦାଖଲ କରି ସାରିଛି । ଶେଷ ପର୍ଯୟାୟ ଶୁଣାଣିରେ ତଥ୍ୟ ରଖିବେ ପୁଞ୍ଜିଲାଲଙ୍କ ଓକିଲ ।

Leave A Reply

Your email address will not be published.