୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ବୌଦ୍ଧ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୌଦ୍ଧ ଜିଲ୍ଲା ବୌଦ୍ଧ ପୋଲିସ ବିଭାଗ ଜହ୍ନାପଙ୍କ ଫାଣ୍ଡିରେ କର୍ଯ୍ୟରତ ଏ ଏସ ଆଇ ମଦନ ମୋହନ ପ୍ରଧାନ ଆଜି  ଜଣେ ବ୍ୟବସାୟୀଙ୍କଠାରୁ ୧୫ ହଜାର ପକେଟ ଖର୍ଚ୍ଚ ନେଇ ଭିଜିଲାନ୍ସ  ହାତରେ ଧରା ପଡିଛନ୍ତି l କଥାରେ ଅଛି ଚାକିରୀ କରିବ ପୁଲିସି ଆଉ ମାଛ ଖାଇବ ଇଲିସି କିନ୍ତୁ ସାର ଜଣଙ୍କ ପୁଲିସି ଚାକିରୀ କରି ଇଲିସି ପ୍ରତି ମନ ନାହିଁ ତା ବଦଳରେ  ତାଙ୍କ ଟଙ୍କା ପ୍ରତି ଦୃର୍ବଳତା ଥିଲା l

ଏଣୁ ଟଙ୍କା ଲୋଭରେ  ବ୍ୟବସାୟଙ୍କଠାରେ ଭାବ ବିନିମୟରେ ସେ ମାଛ ୧୫  କିଲୋ ମାଗିବା  ବଦଳରେ ୧୫  ହଜାର ଟଙ୍କା ମାଗିଥିଲେ କିନ୍ତୁ ବ୍ୟବସାୟୀ ଜଣଙ୍କ ମାଛ ଦେବେନି କି ଟଙ୍କା ମଧ୍ଯ ଦେବେନି ଏଣୁ ଭିଜିଲାନ୍ସ ଏସ ପି ଙ୍କ ସହାୟତା ନେଇ ଆଜି  ୧୫ ହଜାର ଲାଞ୍ଚ ଦେଇ ମାମୁଁଙ୍କୁ ଧରାଇ ଦେଲେ ଭିଜିଲାନ୍ସ  ହାତରେ l

Leave A Reply

Your email address will not be published.