ମାଓବାଦୀ ପୋଲିସ୍‌ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: କରଡ଼ା ଜଙ୍ଗଲରେ ମାଓବାଦୀ-ପୋଲିସ୍‌ ମୁହାଁମୁହିଁ।ନଡ଼ାବାଡ଼ି ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ଜାରି।ଏକାଧିକ ମାଓବାଦୀ ମୃତାହତ ହୋଇଥିବା ସୂଚନା।ମାଓ ଗତିବିଧି ସୂଚନା ପାଇ SOG ଟିମ୍‌ର ସର୍ଚ୍ଚ ଅପରେସନ୍।ଏବେ ବି ଜାରି ରହିଛି ଜୋରଦାର କମ୍ୱିଂ ଅପରେସନ୍‌।

CPI ମାଓବାଦୀ ସଙ୍ଗଠନର ସବୁଠାରୁ ବଡ଼ ନେତା ବା ଜେନେରାଲ ସେକ୍ରେଟାରୀ ଥିପ୍ପିରି ତିରୁପତି ଓରଫ୍ ‘ଦେବଜୀ’ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତାଙ୍କ ସହ ଆଉ ଜଣେ ବଡ଼ ନେତା ମାଲା ରାଜି ରେଡ୍ଡୀ ଏବଂ ପ୍ରାୟ ୧୬ ଜଣ ସଶସ୍ତ୍ର କ୍ୟାଡର ମଧ୍ୟ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ତେଲେଙ୍ଗାନାର ଆସିଫାବାଦ ଜିଲ୍ଲା ଜଙ୍ଗଲରେ ଏହି ବଡ଼ ନେତାମାନେ ପୋଲିସ ନିକଟକୁ ଆସିଥିଲେ ।

Leave A Reply

Your email address will not be published.