ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

0

ଓଡ଼ିଆ ନ୍ୟୁଜ୍:ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହସା। ହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ।ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆର୍ମଡ ପୋଲିସ SI ଗିରୀଶ ମାଝୀ, SOG ହାବିଲଦାର ପବିତ୍ର ସାହୁ। ହାବିଲଦାର ଉମେଶ ମୁଣ୍ଡା, SOG କମାଣ୍ଡୋ ପୀତାମ୍ବର ସତନାମି।

OSAP କମାଣ୍ଡୋ କବି ରାଉତ, SOG କମାଣ୍ଡୋ ସୁଶାନ୍ତ ସାଗର। ବଲାଙ୍ଗିର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଥିଲେ ସଂପୃକ୍ତ।ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ।ଭିଜିଲାନ୍ସ ଅଧୀକ୍ଷକ ସରୋଜ ସାମଲ, କନଷ୍ଟେବଲ ସତ୍ୟବାଦୀ ମଲିକଙ୍କୁ ପଦକ।ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ଦିଆଯାଇଛି।

Leave A Reply

Your email address will not be published.