ଓଡ଼ିଆ ନ୍ୟୁଜ୍: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା।OMR ସିଟ୍ ଜରିଆରେ ହେବ ଲିଖିତ ପରୀକ୍ଷା।SI ରାଙ୍କ୍ର ସମସ୍ତ CPSE-୨୦୨୪ ପରୀକ୍ଷା ହେବ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା ଅନୁଷ୍ଠିତ ହେବ।ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ।odishapolice.gov.inରୁ ଡାଉନ୍ଲୋଡ୍ କରିପାରିବେ ଆଡମିଟ୍ କାର୍ଡ।
ତେବେ ଅକ୍ଟୋବର ୪ ଏବଂ ୫ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ ହେବ। ଓଡ଼ିଶା ପୋଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।ସେପ୍ଟେମ୍ବର ୨୦ ପରଠୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ପରୀକ୍ଷାର୍ଥୀ। odishapolice.gov.inରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ ହେବ।