ଲକ୍ଷ୍ମଣ ନାୟକ ମେଡ଼ିକାଲ୍ ରେ ଗର୍ଭବତୀ ମହିଳା ଏବଂ ଶିଶୁ ଅସୁରକ୍ଷିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ ରେ ଗର୍ଭବତୀ ମହିଳା ଏବଂ ଶିଶୁ କେତେ ସୁରକ୍ଷିତ ତାହା ସାସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଭାଇରଲ ଭିଡ଼ିଅ ଭିଜୁଆଲ ହିଁ ପ୍ରମାଣ ହେଉଛି।

ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶିଶୁ ଜନ୍ମ କରିବା ପାଇଁ ସୁରକ୍ଷିତ ସ୍ଥାନ କୁ ଚାଲି ଆସନ୍ତି। ନା କେଉଠି କୁ, ତାହା ସମସ୍ତେ ଜାଣନ୍ତି ମେଡ଼ିକାଲ ବୋଲି। ହେଲେ ଏ କି ବ୍ୟବସ୍ତା ମେଡ଼ିକାଲ ପରିସର ମଧ୍ୟରେ ଥିବା ଶିଶୁ ବିଭାଗ ର ଚିତ୍ର। ଗୋଟିଏ ପଟେ ଛଟ ଶିଶୁ ସହ ମା ଏବଂ ପରିବାର ସଦସ୍ୟ ଖଟ ତଳେ ଶୀତୁଆ ଦିନର ସୋଇଛନ୍ତି, ତ ଆଉ କୋଉଠି ତଳେ ବସିଛନ୍ତି।

ପ୍ରସୂତି ମା ଓ ଶିଶୁ ଚାରି ପାଖରେ ମୋଶା କାମୁଡିଚି ମଶାରୀ ନଥାଇ। ଅନ୍ୟ ପଟେ ମୂଷା ବୁଲୁଛି ଏମାନଙ୍କ ଉପରେ, ତ ଆଉ କେତେବେଳେ ସାଲାଇଁନ ଷ୍ଟାଣ୍ଡ ରେ ବସି ଦେଖୁଛି ମୂଷା। ଏ କି ବ୍ୟବସ୍ତା ଆଜ୍ଞା। ପ୍ଲେଗ୍ ରୋଗ ହେଇପାରେ ମୂଷା କାମୁଡ଼ିଲେ। ୟା ପାଈଁ କିଏ ଦାୟୀ ରୋହିବେ। ପ୍ରଶାସନ ର ଏକି ବ୍ୟବସ୍ତା ।

Leave A Reply

Your email address will not be published.