ଜେଲରୁ ୨ କଏଦୀ ଫେରାର

0

ଓଡ଼ିଆ ନ୍ୟୁଜ୍: ଚୌଦ୍ୱାର ସର୍କଲ ଜେଲରୁ ଦୁଇ କଏଦୀ ଫେରାର। ଜେଲରୁ ୨ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ହେଉଛନ୍ତି ମଧୁକାନ୍ତ ଓ ରାଜା ସାହାଣୀ।

ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ, ଯାଜପୁର ଜେଲରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି।

Leave A Reply

Your email address will not be published.