ଚଳିତ ବର୍ଷ ଶେଷ ସୁଦ୍ଧା କଟକ-ସମ୍ବଲପୁର ରାସ୍ତା କାମ ଶେଷ

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ । ବର୍ତ୍ତମାନ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ଏହା ଶେଷ ହୋଇଯିବ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

କଟକ-ସମ୍ବଲପୁର ରାସ୍ତା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ ଥିବା କାରଣରୁ କାମ ବିଳମ୍ବ ହୋଇଥିଲା । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ରାସ୍ତା କାମ ଶେଷ ହୋଇଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.