ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଧରାପଡ଼ିଲେ କେରଡ଼ାଗଡ଼ RI।କେରଡ଼ାଗଡ଼ RI ପ୍ରଦ୍ୟୁମ୍ନ ବେହେରାଙ୍କୁ ଧରିଲା ଭିଜିଲାନ୍ସ।ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ।ପଟ୍ଟା ସଂଶୋଧନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା କେରେଡାଗଡ଼ା ଆରଆଇ ପ୍ରଦ୍ୟୁମ୍ନ କୁମାର ବେହେରା । ଏକ ଜମି ପଟ୍ଟା ସଂଶୋଧନ ପାଇଁ ନେଉଥିଲେ ୧୦ ହଜାର ଟଙ୍କା । ରାଜନଗର ତହସିଲ ଅଫିସ ସମ୍ମୁଖରେ ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ । ଏହାପରେ ତାଙ୍କୁ ଅଟକ ରଖି ଜେରା କରୁଛି । ଜମି ପଟ୍ଟା