ଓଡ଼ିଆ ନ୍ୟୁଜ୍: RSS ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି।ଦିଲ୍ଲୀ ଆମ୍ବେଦକର ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ।RSSକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର ଡାକ ଟିକେଟ ଓ କଏନ ଉନ୍ମୋଚନ କଲେ।ଦେଶ ଗଠନରେ RSSର ଭୂମିକାକୁ ପ୍ରଶଂସା କଲେ ମୋଦି।
‘ଶହେ ବର୍ଷରେ ସଂଘ ସମାଜର ସବୁ ବର୍ଗକୁ ସ୍ପର୍ଶ କରିଛି’।’ଶିକ୍ଷା, କୃଷି, ଆଦିବାସୀ, ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି’।ସଂଘର ଏକମାତ୍ର ଲକ୍ଷ୍ୟ ହେଉଛି ‘ରାଷ୍ଟ୍ର ପ୍ରଥମ’- ମୋଦି।’ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ସଂଘର ମୁଖ୍ୟ ଉଦ୍ଦେଶ୍ୟ’।’ସମାଜକୁ ସମୃଦ୍ଧ କରିବାରେ ସ୍ବୟଂସେବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ’।