ସଚିନ ତେନ୍ଦୁଲକର ଜନତାଙ୍କୁ ଏପରି ଦେଲେ ବାର୍ତ୍ତା

0

ମହାମରୀ କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ଭାରତ ସରକାର 21 ଦିନ ପର୍ଯ୍ୟନ୍ତ ଭାରତକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି l କିନ୍ତୁ କେତେକ ଲୋକ ଏହାକୁ ଗମ୍ଭୀରତାର ସହ ନେଉନାହାନ୍ତି l ଯାହାଫଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଉଛି l ଯାହା କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ବହୁତ୍ ଖରାପ ଲାଗିଛି l ସେ କହିଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଏବଂ ସରକାର ଘାରୁ ନବାହାରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଲୋକମାନେ ଏହାକୁ ଗମ୍ଭୀରତା ସହ ନେଉନାହାନ୍ତି l ସେମାନେ ଭାବୁଛନ୍ତି ଆମେ ବାହାରକୁ ଯିବୁ ସାଙ୍ଗ ସାଥି ଙ୍କ ସହ ମିଶିବୁ ଏବଂ ଖେଳିବୁ କିନ୍ତୁ ଏହା ଦେଶ ପାଇଁ ହାନିକାରକ ମନେରଖନ୍ତୁ ଏହା ଛୁଟିଦିନ ନୁହେଁ l

Leave A Reply

Your email address will not be published.