ଓଡ଼ିଶା ମାଓ ମୁକ୍ତ ହୋଇଛି: ସଞ୍ଜୀବ ପଣ୍ଡା

0

ଓଡ଼ିଆ ନ୍ୟୁଜ୍: ଓ ଦମନ ନେଇ ଟାର୍ଗେଟ୍‌ରେ ସଫଳ ହୋଇଛୁ କହିଲେ ADG ସଞ୍ଜୀବ ପଣ୍ଡା।ଓଡ଼ିଶାକୁ ଆଉ ମାଓ ବିପଦ ନାହିଁ କହିଲେ ଆଣ୍ଟି ନକ୍ସଲ ଅପରେସନ୍‌ ADG।୧୫୬ ମାଓବାଦୀଙ୍କୁ ନିପାତ ଓ ଆତ୍ମସମର୍ପଣ କରାଇବାରେ ସଫଳ ହୋଇଛୁ।୨୭ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛୁ।୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି- ସଞ୍ଜୀବ ପଣ୍ଡା।‘୭୮ ଜଣ ମାଓବାଦୀ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି’।ଆଉ ୪୨ ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି।‘୨୦୨୫ରେ ଓଡ଼ିଶାର ୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା’।ଏଥିରୁ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇ ସାରିଛି’।‘ମାଓ ଅପରେସନ୍‌ରେ ୨୩୯ ଜଣ ଯବାନ ସହିଦ ହୋଇଛନ୍ତି’।

୮ଟି ଜିଲ୍ଲା ସମ୍ପୁର୍ଣ୍ଣ ମାଓ ମୁକ୍ତ ହୋଇଛି । ଖୁବଶୀଘ୍ର ଓଡ଼ିଶା ହେବ ମାଓମୁକ୍ତ । ଏମିତି ସୂଚନା ଦେଇଛନ୍ତି । କେବଳ କନ୍ଧମାଳରେ କିଛି ହାତ ଗଣତି ମାଓବାଦୀ ଅଛନ୍ତି ୩୬୯ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଜଣ ସେଣ୍ଟ୍ରାଲ କମିଟି ମେମ୍ବର ନିହତ ହୋଇଥିବା ବେଳେ ୨୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାଓ ମୁକ୍ତ ହୋଇଛି ଓଡ଼ିଶା । ତେବେ ଏହା ପଛରେ ରହିଛି ଏସଓଜିର ବଡ଼ ଭୁମିକା । ବିଗତ ମାଓ ମୁକ୍ତ ଅଭିଯାନରେ ଓଡ଼ିଶା ପୋଲିସର ୧୪୨ଜଣ ଓଡ଼ିଶା ପୋଲିସର ଯବାନ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.