ପ୍ରକାଶ ପାଇଲା IAS ରେଜଲ୍ଟ-୨୦୨୧, ଶ୍ରୁତି ଶର୍ମା ଆଇଏଏସ୍‌ ଟପ୍ପର

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ-୨୦୨୧ । ଶ୍ରୁତି ଶର୍ମା ହେଲେ ଆଇଏଏସ୍‌ ଟପ୍ପର । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଥମ ୪ଟି ର‍୍ୟାଙ୍କରେ ମହିଳାଙ୍କ ବାଜିମାତ୍‌ । ଦ୍ୱିତୀୟ ର‍୍ୟାଙ୍କ୍‌ରେ ଅଙ୍କିତା ଅଗ୍ରଓ୍ଵାଲ୍‌ । ତୃତୀୟ ର‍୍ୟାଙ୍କ୍‌ରେ ଯାମିନୀ ସିହ୍ନା । ୬୩ତମ ସ୍ଥାନରେ ଅଛନ୍ତି ଓଡ଼ିଶାରେ କାର୍ତ୍ତିକ ପାଣିଗ୍ରାହୀ । ୨୭୩ତମ ସ୍ଥାନରେ ସମୀର ଜେନା । ୩୦୬ ର‍୍ୟାଙ୍କ୍‌ରେ ସୌମ୍ୟ ରଞ୍ଜନ ପ୍ରଧାନ । ୫୨ତମ ସ୍ଥାନରେ ଅଙ୍କୁର ଦାସ । ୧୮୦ ଜଣ ଆଇଏଏସ, ୩୭ ଜଣ ଆଇଏଫଏସ ଓ ୨ଶହ ଜଣ ଆଇପିଏସ ପାଇଁ କୃତକାର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.