୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପ୍ରାଣଘତି କରୋନା ଭାଇରସ ଠାରୁ ଦୁରେଇ ରହିବାକୁ ହେଲେ ଆମେ ସାମାଜିକ ଦୂରତା ବଜାୟ ରଖିବା ଉଚିତ l ତେଣୁ କଣ ଏହି ସାମାଜିକ ଦୂରତା କିପରି ଆମ୍ଭେମାନେ ଏହାକୁ ପାଳନ କରିବା ଆସନ୍ତୁ ଜାଣିବା l⇒ ଜନ ସମାବେଶ ଯଥା – ବାହାଘର ସାଂସ୍କୃତିକ , ସାମାଜିକ ଓ ଧାର୍ମିକ କାର୍ୟକ୍ରମ ଠାରୁ ଦୁରେଇ ରୁହନ୍ତୁ I
⇒ ହାତ ନମିଲାଇ ନମସ୍କାର କରନ୍ତୁ I
⇒ 14 ଦିନ ମଧ୍ୟରେ ଫେରିଥିବା ଯାତ୍ରୀମାନେ 104 ରେ କଲ କରି କିମ୍ବା https://covid19.odisha.gov.in ରେ ପଞ୍ଜିକରଣ କରନ୍ତୁ I
⇒ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ I
⇒ ଜ୍ୱର , କାଶ ଭଳି ଲକ୍ଷଣ ଥିଲେ ଘରେ ଅଲଗା ରୁହନ୍ତୁ I
⇒ ବସ , ଟ୍ରେନ , ରିକ୍ସା ରେ ଗଲା ବେଳେ ଦୂରତା ବଜାୟ ରଖନ୍ତୁ I
Prev Post
Next Post