ବିଦ୍ୟୁତ ନେଲା ୩ ଜୀବନ

0

ଓଡ଼ିଆ ନ୍ୟୁଜ୍: ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ।ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ।ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଭଦ୍ରକ ମେଡିକାଲ୍‌ରେ ୨ ଜଣ ଙ୍କର ମୃତ୍ୟୁ ହୋଇଛି।

ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଘଟିଛି ଅଘଟଣ। ଶ୍ରମିକମାନଙ୍କର ମୃତ ଦେହ ପୋଲିସ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ରାଜ୍ୟରେ ନିର୍ମାଣ କାମରେ ଅବହେଳା କାରଣରୁ ବାରମ୍ବାର ଅଘଟଣ ଘଟୁଛି ।

Leave A Reply

Your email address will not be published.