ଷ୍ଟ୍ରେଟ୍‌ ହୋରମୁଜରେ ଅଏଲ୍‌ ଟ୍ୟାଙ୍କରକୁ ଟାର୍ଗେଟ୍‌

0

ଓଡ଼ିଆ ନ୍ୟୁଜ୍: ଷ୍ଟ୍ରେଟ୍‌ ହୋରମୁଜରେ ଅଏଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ।ସ୍କାଏ ଲାଇଟ୍‌ ଅଏଲ୍‌ ଟ୍ୟାଙ୍କର ଉପରେ ଆକ୍ରମଣ। ଅଏଲ ଟ୍ୟାଙ୍କରରେ ୧୫ ଭାରତୀୟ କ୍ରିଉ ମେମ୍ବର ଥିବା ସୂଚନା।ଓମାନ ଉପକୂଳରେ ଥିବା ଗୁରୁତ୍ବପୂର୍ଣ୍ଣ ଷ୍ଟ୍ରେଟ୍‌ ହୋରମୁଜରେ ଆଟାକ। ବିଶ୍ୱ ତୈଳ ପରିବହନର ଗୁରୁତ୍ବପୂର୍ଣ୍ଣ ପଥ ହେଉଛି ଷ୍ଟ୍ରେଟ୍‌ ହୋରମୁଜ। ସୁପ୍ରିମ ଲିଡର ଖାମନେଇଙ୍କୁ ହତ୍ୟା ପରେ ରକ୍ତମୁଖା ଇରାନ।

ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେଉଛି ଯୁଦ୍ଧ । ଏହାରି ଭିତରେ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଖବର ଆସୁଛି । ଆକ୍ରମଣରେ ତୈଳ ଜାହାଜରେ ଥିବା ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଜାହାଜରେ ୧୫ ଜଣ ଭାରତୀୟ ଏବଂ ୫ ଜଣ ଇରାନୀୟ ସଦସ୍ୟ ଥିଲେ । ଓମାନର ଖସାବ ବନ୍ଦର ନିକଟରେ ଥିବା ହରମୁଜ ପ୍ରଣାଳୀରେ ଏହି ଘଟଣା ଘଟିଛି ।ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସଂଘର୍ଷ ଏବଂ ଆକ୍ରମଣ ମଧ୍ୟରେ ଏହି ଘଟଣା ଘଟିଛି । ଟ୍ୟାଙ୍କରରେ ଥିବା ସମସ୍ତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.