ରାଜଧାନୀରେ ବୁଲାକୁକୁର ଗଣନା

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଆରମ୍ଭ ହେଲା ବୁଲାକୁକୁର ଗଣନା।ବିଏମ୍‌ସି ପକ୍ଷରୁ ଭୋର୍ ୫ଟାରୁ ଗଣତି ଆରମ୍ଭ।୬୭ଟି ୱାର୍ଡରେ ଗଣନା, ୪୧୦ ଜଣ ନିୟୋଜିତ।୨୧ ଯାଏଁ ପ୍ରଥମ ପର୍ଯ୍ୟାୟ, ୨୨ରୁ ୨୫ ଯାଏଁ ୨ୟ ପର୍ଯ୍ୟାୟରେ ଗଣନା।ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍‌ଏମ୍‌ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟ କରିଛନ୍ତି।

ଭୋର୍ ୫ଟାରୁ ସକାଳ ୭ଟା ଯାଏଁ କୁକୁର ଗଣନା କରାଯାଇଛି। ଡିଟେଲ ସର୍ଭେ ମେଥଡରେ ଗଣନା କରାଯାଇଛି।ଏକକାଳୀନ ୬୭ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବିଏମସିର ୪୧୦ କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ ବୋଲି ଯୋଜନା କରାଯାଇଛି।

Leave A Reply

Your email address will not be published.