ଟାଇକୋଣ୍ଡୋରେ କୋରାପୁଟର ଗୌରବ ଆଣିଲେ ଛାତ୍ର ଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟାଇକୋଣ୍ଡୋ ରେ କୋରାପୁଟ ର ଗୌରବ ଆଣିଲେ ଛାତ୍ର ଛାତ୍ରୀ। କୋରାପୁଟ ରୁ 8ଜଣିଆ ଟିମ  28 ତାରିଖ ଦିନ କୋରାପୁଟ ରୁ ରାଉରକେଲା ବାହାରିଥିଲେ l ରାଉରକେଲା ର ମଧୁସୂଦନ ଭବନ ଠାରେ ଅନୁଷ୍ଠିତ ହୋଇଥିଲା, ଏହା ତିନି ଦିନ ଧରି ଚାଲିଥିଲା l ଏଥିରେ ଭାରତରୁ 18 ରୁ 19ଟି ରାଜ୍ୟ ଖେଳିଥିଲେ, ଇତି ମଧ୍ୟରେ ଓଡିଶା ଟିମ୍ ପ୍ରଥମ ଏବଂ ପଶ୍ଚିମବଙ୍ଗ ଦ୍ୱିତୀୟ ସ୍ଥାନ ଅର୍ଥାତ 2ୟ ରନର୍ସ ଅଫ ହୋଇଥିଲା l

କୋରାପୁଟ ର. ମହାବୀର କୋମବାଟ ଟାଇକୋଣ୍ଡୋ ଏକାଡେମୀ ର 8ଟି ପିଲା ପୂମଶାଇ, କିରୋଗୀ, ଏବଂ ସ୍ପୀଡ଼ କିଙ୍କିଙ୍ଗ ରେ ଭାଗ ନେଇ 14 ଗୋଟି ପଦକ ହାସଲ କରିଛନ୍ତି l ସେଥିମଧ୍ୟରୁ ଗୋଲଡ 6 ଟି ଏବଂ ସିଲଭର 4ଟି ଏବଂବ୍ରୋଞ୍ଜ 4 ଟି ଏବଂ ନୁରସିଂହ ନାରାୟଣ ସେଠି ଗୋଲଡ ଏବଂ ଅଂଶୁମାନ ରଥ ଗୋଟିଏ ଗୋଲଡେନ, ଏବଂ ଦୁଇଗୋଟି ସିଲିଭର ପାଇଥିବା ବେଳେ ଆଶ୍ରିବାଦ ବେହେରା ଗୋଟିଏ ଗୋଲଡ, ଗୋଟିଏ ସିଲଭର ପାଇଛନ୍ତି। ସମିତି ସାରଦୀ ମିହାଂଶ ରାଓ ତିନିଗୋଟି ଗୋଲଡ ଏବଂ K ଓମ କୁମାର ଗୋଟିଏ ସିଲଭର ପାଇଛନ୍ତି।

ଓ ଆଦର୍ଶ ପାଣିଗ୍ରାହୀ ଗୋଟିଏ ବ୍ରୋଞ୍ଜ ଏବଂ ରୁଦ୍ର ନାରାୟଣ ସେଠି ଗୋଟିଏ ବ୍ରୋଞ୍ଜ ପାଇଛନ୍ତି। ପୁଣି ଶ୍ରୀକ୍ଷେତ୍ର ବିଶ୍ୱାଳ ଦୁଇଗୋଟି ବ୍ରୋଞ୍ଜ ପାଇଛନ୍ତି। ସର୍ବ ମୋଟ ରେ କୋରାପୁଟ ଜିଲ୍ଲାରେ ଗୋଲଡ 6 ଟି ପାଇଥିବା ବେଳେ, ସିଲଭର 4ଟି ମେଡାଲ ଏବଂ ବ୍ରୋଞ୍ଜ 4 ଟି। ସର୍ବ ମୋଟ ରେ ସମସ୍ତ ମେଡାଲ 14 ହାସଲ କରିଛନ୍ତି କୋରାପୁଟ ର ପ୍ରତିଭାଶିଳ ଛାତ୍ର ଛାତ୍ରୀ। ଟାଇକୋଣ୍ଡୋ ରେ କୋରାପୁଟ ର ଗୌରବ ଆଣିଲେ ଛାତ୍ର ଛାତ୍ରୀ।

Leave A Reply

Your email address will not be published.