ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

0

ଓଡ଼ିଆ ନ୍ୟୁଜ୍: ଖାତାକୁ ଗଲା ‘ସୁଭଦ୍ରା’ ୪ କିସ୍ତି ଟଙ୍କା।ବିଶ୍ୱ ମହିଳା ଦିବସରେ ମିଳିଲା ‘ସୁଭଦ୍ରା’ ଟଙ୍କା।ପୁରୀରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିଲା ସୁଭଦ୍ରା ଟଙ୍କା। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିଛି ସୁଭଦ୍ରା କିସ୍ତି ।

Leave A Reply

Your email address will not be published.