କରୋନାକୁ ନେଇ ବାଗଚୀଙ୍କ ସୂଚନା

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନାକୁ ନେଇ 24 ଘଣ୍ଟାର ସୂଚନା ଦେଇଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ I ବାଗଚୀ କହିଛନ୍ତି ଏପର୍ଯ୍ୟନ୍ତ 61 ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି I ଜଣକୁ ବାଦ ଦେଲେ ସମସ୍ତଙ୍କର ରକ୍ତ ନମୁନା ନେଗେଟିଭ ଆସିଛି I 24 ଘଣ୍ଟା ମଧ୍ୟରେ 104 ନମ୍ବରକୁ 12.000 ଫୋନ କଲ ଆସିଥିବାବେଳେ 2626 ଜଣ ସରକାରୀ ଅନଲାଇନରେ ପୋର୍ଟାଲ୍ ରେ ପଞ୍ଜିକରଣ କରାଇଥିବା ଜଣାପଡିଛି I

Leave A Reply

Your email address will not be published.