ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ଜଙ୍ଗଲ ଭିତରେ ପଡ଼ିଛି ପୁଳାପୁଳା ସରକାରୀ ଔଷଧ। ଅମଲିପାଲି ବାଇପାସ୍ ରାସ୍ତା କଡ଼ ଜଙ୍ଗଲରେ ପଡ଼ିଛି ଔଷଧ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଅଢ଼େଇ କିମି ଦୂରରେ ପଡ଼ିଛି।ମାଗଣା ଯୋଗାଇ ଦିଆଯାଉଥିବା ଔଷଧ କିଏ ଓ କାହିଁକି ଫିଙ୍ଗିଲା ଅସ୍ପଷ୍ଟ।
ଗଦା ଗଦା ଔଷଧ କିଏ ପକାଇଲା ଏହି ମେଡିସିନ? କାହିଁକି ପକାଯାଉଛି ଏହି ଔଷଧ । ରୋଗୀ କି ନଦେଇ କାହିଁକି ପକାଜାଇଛି ଏହି ମେଡିସିନ । ସୁନ୍ଦରଗଡ ଟାଉନ ଥାନା ଅମ୍ବିଲି ପାଲି ପାଖରେ ରହିଥିବା ଜଙ୍ଗଲ ପାଖରେ ପଡିଛି ଏହି ମେଡିସିନ । କଫ୍ ସିରଫ୍ ସହ ରହିଛି ଅନେକ ଗୁଡିଏ ଗୁରତପୁନ ଔଷଧ । ମୁଖ୍ୟ ଚିକିତ୍ସାଳୟ ଓ ସରକାରୀ ମେଡିକାଲ କଲେଜରୁ ଦୁଇ କିଲୋମିଟର ଦୁରରେ ପଟିଛି ଏହି ମେଡିସିନ ।