ଭୁଶୁଡିବା ସ୍ଥିତିରେ ଆଈଗିଣିଆ ପାତ୍ରପଡ଼ା ଓଭରବ୍ରିଜ
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଭୁଶୁଡିବା ସ୍ଥିତିରେ ଭୁବନେଶ୍ୱର ଆଈଗିଣିଆ ପାତ୍ରପଡ଼ା ଓଭରବ୍ରିଜ। ଓଭର ବ୍ରିଜ ଉପରେ ଗାଡ଼ି ଯିବା ବେଳେ ଖଣ୍ଡ ଖଣ୍ଡ ହୋଇ ଗଳୁଛି ସିମେଣ୍ଟ, ଇଟା, ଚିପ୍ସ ଓ ମୋରମ । ଦୁଇ ଦିନ ହେଲାଣି ଏଭଳି ଘଟଣା…
Read More...
Read More...