ଆଜି ଭଜନ ସମ୍ରାଟଙ୍କ ପୂଣ୍ୟ ତିଥି, ସେହି ଦିବ୍ୟ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଭକ୍ତିପୂତ ନମନ୍
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ତାଙ୍କ ହାତରେ କେତେବେଳେ ‘ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’। ପୁଣି କେତେବେଳେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ଥିଲା ଯୋଗୀଟିଏ ହେବାର ଅଭିଳାଷା…
Read More...
Read More...