ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍
ଓଡ଼ିଆ ନ୍ୟୁଜ୍: ମାଲକାନଗିରି ସଦର ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ସରକାରଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକାକାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ । ମାଲକାନଗିରି ବ୍ଳକ କାର୍ଯ୍ୟାଳୟ ସହ ଜୟନଗର ସ୍ଥିତ ବାସଭବନ ଏମଭି୬୪…
Read More...
Read More...