ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ବିଡାନାସୀ ଥାନା ଭୁଆସୁଣୀ ପଠାରେ ଅଭାବନୀୟ ଘଟଣା ଘଟିଛି। ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ସୂଚନା ଅନୁସାରେ, ଆଜି ସକାଳେ ବୃଦ୍ଧ ଜଣଙ୍କ…
Read More...
Read More...