ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁଙ୍କୁ RPSC ଅଧ୍ୟକ୍ଷ
ଓଡ଼ିଆ ନ୍ୟୁଜ୍: ଓଡ଼ିଆ ପୁଅ IPS ଉତ୍କଳ ରଂଜନ ସାହୁ RPSC ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଉତ୍କଳ ରଂଜନ ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ।
ନୂଆ ଦାୟିତ୍ୱ ନେଇ ରାଜସ୍ଥାନ ସରକାର ବିଜ୍ଞପ୍ତି ଜାରି କରିଛନ୍ତି।…
Read More...
Read More...